ରାଜ୍ୟ ଓ କେନ୍ଦ୍ରଶାସିତ ଅଣ୍ଚଳ ମାନଙ୍କର ତାଲିକା

From Meta, a Wikimedia project coordination wiki

ଭାରତ ଗୋଟେ ଦକ୍ଷିଣ ଏସିଆ ର ଜନବହୁଳ ଦେଶ । ଏହା ସଂସଦ ଦ୍ୱାରା ପରିଚାଳିତ ଏକ ଗଣତନ୍ତ୍ର ଦେଶ ଅଟେ । ଭାରତ କୁ ସମୂଦାୟ ୨୯ ଟି ରାଜ୍ୟ ଓ ୭ ଟି କେନ୍ଦ୍ରଶାସିତ ଅଣ୍ଚଳ ରେ ବିଭକ୍ତ କରାଯାଇଅଛ୍ହି ।


ତାଲିକା[edit]

କ୍ରମାଂକ ରାଜ୍ୟ ବା
କେନ୍ଦ୍ରଶାସିତ ଅଣ୍ଚଳ
ପ୍ରଶାସନିକ ରାଜଧାନି ବିଧାନିକ ରାଜଧାନି ବିଚାରିକ ରାଜଧାନି ରାଜଧାନି ସ୍ଥାପନା ବର୍ଷ ପୁର୍ବତନ ରାଜଧାନି
ଆଣ୍ଦାମାନ୍ ଓ ନିକୋବର୍ ଦୀପପୂଞ୍ଜ union territory ପୋର୍ଟବ୍ଲେୟାର୍ ପୋର୍ଟବ୍ଲେୟାର୍ କୋଲକାତା ୧୯୫୫ କୋଲକାତା (୧୯୪୫–୧୯୫୫)
ଆନ୍ଧ୍ର ପ୍ରଦେଶ ହାଇଦ୍ରାବାଦ୍ (୨୦୨୪ ପର୍ଯନ୍ତ)
ଅମରାବତି(୨୦୧୭ ରୁ ଘୋଷିତ)
ଅମରାବତି ହାଇଦ୍ରାବାଦ୍ ୧୯୫୬
୨୦୧୭
କୁର୍ନୁଲ୍ (୧୯୫୩–୧୯୫୬)
ଅରୂଣାଚଳ ପ୍ରଦେଶ ଇଟାନଗର୍ ଇଟାନଗର୍ ଗୌହାଟି ୧୯୮୬
ଆସୋମ୍ ଦିସ୍ପୁର୍ ଗୌହାଟି ଗୌହାଟି ୧୯୭୫ ଶିଲଂ(୧୮୭୪ - ୧୯୫୨)
ବିହାର ପାଟଣା ପାଟଣା ପାଟଣା ୧୯୧୨ -
ଚଣ୍ଦିଗଡ୍ union territory ଚଣ୍ଦିଗଡ୍ - ଚଣ୍ଦିଗଡ୍ ୧୯୬୬ -
ଛ୍ହତିଶଗଡ୍ ନୂଆ ରାଇପୁର୍ ରାଇପୁର୍ ବିଲାସପୁର୍ ୨୦୦୦ -
ଦାଦ୍ରା ଓ ନଗରହାବେଳି union territory ସିଲଭାସା - ମୁମ୍ବାଇ ୧୯୪୫ ମୁମ୍ବାଇ (୧୯୫୪-୧୯୬୧)
ପାଣାଜି (୧୯୬୧-୧୯୮୭)
ଡାମନ୍ ଓ ଡିଉ union territory ଡାମନ୍ - ମୁମ୍ବାଇ ୧୯୮୭ ଅହମଦାବାଦ୍ (୧୯୬୧-୧୯୬୩)
ପାଣାଜି (୧୯୬୩-୧୯୮୭)
୧୦ ଜାତିୟ ରାଜଧାନି ଅଣ୍ଚଳ - ଦୀଲ୍ଲି union territory ନୁଆ ଦୀଲ୍ଲି ନୁଆ ଦୀଲ୍ଲି ନୁଆ ଦୀଲ୍ଲି ୧୯୩୧ -
୧୧ ଗୋଆ ପାଣାଜି ପୋର୍ଭୋରିମ୍ ମୁମ୍ବାଇ ୧୯୬୧ ପାଣାଜି(୧୯୬୧-୧୯୮୭)
୧୨ ଗୁଜୁରାଟ୍ ଗାନ୍ଧୀନଗର୍ ଗାନ୍ଧୀନଗର୍ ଅହମଦାବାଦ୍ ୧୯୬୦ ଅହମଦାବାଦ୍(୧୯୬୦-୧୯୭୦)
୧୩ ହରିୟାଣା ଚଣ୍ଦିଗଡ୍ ଚଣ୍ଦିଗଡ୍ ଚଣ୍ଦିଗଡ୍ ୧୯୬୬ -
୧୪ ହିମାଚଳ ପ୍ରଦେଶ [[ଶିମଲା (ଗ୍ରୀଷ୍ମ)
ଧରମଶାଳା (ଶୀତ)]]
ଶିମଲା (ଗ୍ରୀଷ୍ମ)
ଧରମଶାଳା (ଶୀତ)
ଶିମଲା ୧୯୭୧
୨୦୧୭
ବିଲାସପୁର୍(୧୯୫୦ - ୧୯୫୬)
୧୫ ଜାମମୁ ଓ କାଶ୍ମୀର୍ [[ଶ୍ରୀନଗର୍ (ଗ୍ରୀଷ୍ମ)
ଜାମମୁ (ଶୀତ)]]
ଶ୍ରୀନଗର୍ (ଗ୍ରୀଷ୍ମ)
ଜାମମୁ (ଶୀତ)
ଶ୍ରୀନଗର୍ (ଗ୍ରୀଷ୍ମ)
ଜାମମୁ (ଶୀତ)
୧୯୪୭ -
୧୬ ଝାର୍ଖଣ୍ଡ୍ ରାଞ୍ଚି ରାଞ୍ଚି ରାଞ୍ଚି ୨୦୦୦ -
୧୭ କର୍ନାଟକ ବେଙ୍ଗାଲୁରୁ ବେଙ୍ଗାଲୁରୁ ବେଙ୍ଗାଲୁରୁ ୧୯୪୦ ମହୀଶୂର୍
୧୮ କେରଳ ଥିରୁଅନନ୍ତପୁରମ୍ ଥିରୁଅନନ୍ତପୁରମ୍ କୋଚି ୧୯୫୬ -
୧୯ ଲାକ୍ଷାଦୀପ ଦୀପପୂଞ୍ଜ union territory କାଭାର୍ତ୍ତି କାଭାର୍ତ୍ତି କୋଚି ୧୯୫୬ -
୨୦ ମଧ୍ୟପ୍ରଦେଶ ଭୋପାଳ ଭୋପାଳ ଜବଲପୁର୍ ୧୯୫୬ ନାଗପୁର୍(୧୮୬୧-୧୯୫୬)
୨୧ ମହାରାଷ୍ଟ୍ର [[ମୁମ୍ବାଇ (ଗ୍ରୀଷ୍ମ)
ନାଗପୁର୍ (ଶୀତ)]]
ମୁମ୍ବାଇ (ଗ୍ରୀଷ୍ମ)
ନାଗପୁର୍ (ଶୀତ)
ମୁମ୍ବାଇ ୧୮୧୮
୧୯୬୦
-
୨୨ ମଣିପୁର୍ ଇମ୍ଫାଲ୍ ଇମ୍ଫାଲ୍ ଇମ୍ଫାଲ୍ ୧୯୪୭ -
୨୩ ମେଘାଳୟ ଶିଲଂ ଶିଲଂ ଶିଲଂ ୧୯୭୦ -
୨୪ ମିଜୋରାମ୍ ଆଇଜ୍ୱାଲ୍ ଆଇଜ୍ୱାଲ୍ ଗୌହାଟି ୧୯୭୨ -
୨୫ ନାଗାଲାଣ୍ଡ୍ କୋହିମା କୋହିମା ଗୌହାଟି ୧୯୬୩ -
୨୬ ଓଡିଶା ଭୁବନେଶ୍ୱର୍ ଭୁବନେଶ୍ୱର୍ କଟକ ୧୯୪୮ କଟକ (୧୯୩୬ - ୧୯୪୮)
୨୭ ପୁଡୁଚେର୍ରୀ ପୁଡୁଚେର୍ରୀ ପୁଡୁଚେର୍ରୀ ଚେନ୍ନାଇ ୧୯୫୪ ମାଡ୍ରାସ୍(୧୯୪୮-୧୯୫୪)
୨୮ ପଞ୍ଜାବ ଚଣ୍ଦିଗଡ୍ ଚଣ୍ଦିଗଡ୍ ଚଣ୍ଦିଗଡ୍ ୧୯୬୬ -
୨୯ ରାଜସ୍ଥାନ୍ ଜୟପୁର୍ ଜୟପୁର୍ ଜୋଧପୁର୍ ୧୯୫୦ -
୩୦ ସିକ୍କିମ୍ ଗାଙ୍ଗ୍ଟକ୍ ଗାଙ୍ଗ୍ଟକ୍ ଗାଙ୍ଗ୍ଟକ୍ ୧୮୯୦ -
୩୧ ତାମିଲନାଡୁ ଚେନ୍ନାଇ ଚେନ୍ନାଇ ଚେନ୍ନାଇ ୧୮୫୬ -
୩୨ ତେଲେଙ୍ଗାନା ହାଇଦ୍ରାବାଦ୍ ହାଇଦ୍ରାବାଦ୍ ହାଇଦ୍ରାବାଦ୍ ୨୦୧୪ -
୩୩ ତ୍ରିପୁରା ଅଗରତାଲା ଅଗରତାଲା ଅଗରତାଲା ୧୯୫୬ -
୩୪ ଉତ୍ତରପ୍ରଦେଶ ଲକ୍ଷ୍ନୌ ଲକ୍ଷ୍ନୌ ଆଲ୍ହାବାଦ୍ ୧୯୩୮ -
୩୫ ଉତ୍ତରାଖଣ୍ଡ ଡେହ୍ରାଡୁନ୍ ଡେହ୍ରାଡୁନ୍ ନୈନିତାଲ୍ ୨୦୦୦ -
୩୬ ପଶ୍ଚିମବଙ୍ଗ କୋଲକାତା କୋଲକାତା କୋଲକାତା ୧୯୪୮ -