ମେଟା:ବାବିଲୋନ୍/ଅନୁବାଦକଙ୍କ ନ୍ୟୁଜଲେଟର୍

From Meta, a Wikimedia project coordination wiki
This page is a translated version of the page Meta:Babylon/Translators newsletter and the translation is 100% complete.

ଏହି ଅନୁବାଦ ନ୍ୟୁଜଲେଟର୍ ଆପଣଙ୍କୁ କୌଣସି ଅନୁବାଦ ଆବଶ୍ୟକ କରୁଥିବା (ନ୍ୟୁଜ୍ ଲେଟର୍, ଗୁରୁତ୍ବପୂର୍ଣ୍ଣ ସୂଚନା ଇତ୍ୟାଦି) ପୃଷ୍ଠା ବିଷୟରେ ସୂଚିତ କରିବ୤

ଯଦି ଆପଣ ସବସ୍କ୍ରାଇବ୍ କରନ୍ତି, ତା ହେଲେ ଆପଣ ଅନୁବାଦ କରିବାପାଇଁ ପୃଷ୍ଠାର ସିଧା ସଳଖ ଲିଙ୍କ୍ ର ଏକ ବିଜ୍ଞାପନ ପାଇବେ୤ ନୂତନ ପରିବର୍ତ୍ତନ ବିଷୟରେ ସୂଚିତ କରିବାପାଇଁ cross-wiki notificationsକୁ ସଜାଗ କରିବାକୁ ଭୁଲନ୍ତୁ ନାହିଁ୤

କେବଳ ଅତି ଜରୂରୀ ଅନୁବାଦ ଛଡ଼ା ଆପଣଙ୍କୁ ସମସ୍ତ ଅନୁବାଦ ବିଷୟରେ ସୂଚିତ କରାଯିବ ନାହିଁ୤ ଯଦି ଆପଣ ସମସ୍ତ ଅନୁବାଦ ପାଇଁ ଇଛୁକ ତେବେ Translator signupକୁ ସବସ୍କ୍ରାଇବ୍ କରନ୍ତୁ୤

ଅନୁବାଦକ ନ୍ୟୁଜଲେଟର Mediawiki.org ଠାରେ ଉପଲବ୍ଧ ଅଛି୤ ଏହା ଅନ୍ୟ ଏକ ଲିଙ୍କ୍ translators mailing list.

ସବସ୍କ୍ରାଇବ୍ କରନ୍ତୁ ନ୍ୟୁଜ୍ ଲେଟର ପଢ଼ନ୍ତୁ