ମୁଭମେଣ୍ଟ ଚାର୍ଟର୍

From Meta, a Wikimedia project coordination wiki
Jump to navigation Jump to search
This page is a translated version of the page Movement Charter and the translation is 89% complete.
Outdated translations are marked like this.
ମୁଭମେଣ୍ଟ ଚାର୍ଟର୍ ପ୍ରାରୂପୀକରଣ ସମିତି ବା' "ମୁଭମେଣ୍ଟ ଚାର୍ଟର୍ ଡ୍ରାଫ୍ଟଟିଙ୍ଗ କମିଟି" ଆମକୁ ଅବଗତ କରାଏ ଯେ 'ମୁଭମେଣ୍ଟ ଚାର୍ଟର୍'ର ଉଦ୍ଦେଶ୍ୟ କ'ଣ?
Android Emoji 1f4f0.svg Latest news about the Movement Charter (Contribute!)


ମୁଭମେଣ୍ଟ ଚାର୍ଟର୍କୁ ଏକ ସ୍ଵତନ୍ତ୍ର ଦସ୍ତାବିଜ ଭାବରେ ଗ୍ରହଣ କରିପାରିବା, ଯେଉଁଥିରେ କି ଉଇକିମିଡିଆ ମୁଭମେଣ୍ଟରେ କାର୍ଯ୍ୟ କିମ୍ବା ଅବଦାନ କରୁଥିବା ସମସ୍ତ ସଦସ୍ୟ ଅବା ଅନୁଷ୍ଠାନର ଭୂମିକା ଓ ଦାୟିତ୍ଵ ବିଷୟରେ ସଂପୂର୍ଣ୍ଣ ବିବରଣୀ ରହିବ । ଏପରିକି "ଗ୍ଲୋବାଲ କାଉନ୍ସିଲ"ର ଭୂମିକା ଓ ଦାୟିତ୍ଵ ଏହି ଦସ୍ତାବିଜର ଅନ୍ତର୍ଭୁକ୍ତ ହେବ । ମୁଭମେଣ୍ଟ ଚାର୍ଟର୍, ମୁଭମେଣ୍ଟ ଷ୍ଟ୍ରାଟେଜୀ - ଆଗାମୀ ନୀତି ସବୁର ଏକ ପ୍ରଧାନ ଅଙ୍ଗ ।

ମୁଭମେଣ୍ଟ ଚାର୍ଟର୍ ବିଷୟରେ

ମୁଭମେଣ୍ଟ ସହ ଜଡ଼ିତ ସମିତିର ନିର୍ଦେଶନାମା ଓ ନିୟମ ଗୁଡ଼ିକର ଅନୁପାଳନ କରିବା, ଗ୍ଲୋବାଲ କାଉନ୍ସିଲର ଦାୟିତ୍ୱରେ ରହିବ ।

ସମୟସୀମା

ଏହା ଏକ ପ୍ରାରମ୍ଭିକ ସମୟସୀମା । ଯଦିଓ ଏଥିରେ ଏବେ ପାଇଁ ମୁଭମେଣ୍ଟ ଚାର୍ଟର୍ ଜଡିତ ବିଭିନ୍ନ ସୋପାନ ଗୁଡ଼ିକ ବିଷୟରେ ଆଲୋଚନା କରାଯାଉଛି, ସମ୍ପର୍କିତ ପ୍ରକ୍ରିୟା ଗୁଡ଼ିକୁ ତରବରରେ ନ କରିବାକୁ, ପରେ ଏହି ତାରିଖ ଗୁଡ଼ିକ ବଦଳି ପାରେ ।

ଅବଧି ସୋପାନ
ନଭେମ୍ବର ୨୦୨୧ - ଜାନୁଆରୀ ୨୦୨୨
  • ଆନ୍ତରୀଣ ପ୍ରକ୍ରିୟା ଗୁଡ଼ିକର ସୁପରିଚାଳନା ପାଇଁ ସସମର୍ଥ ପ୍ରଣାଳୀ ନିର୍ଦ୍ଧାରଣ କରିବା । Drafting Group
  • ଗବେଷଣା, ଅନୁସନ୍ଧାନ ଓ ମତାମତ ସଂଗ୍ରହ କରିବା ।
ଫେବୃଆରୀ - ଅକ୍ଟୋବର ୨୦୨୨
  • ଗବେଷଣା, ଅନୁସନ୍ଧାନ ଓ ମତାମତ ସଂଗ୍ରହ କରିବା ।
  • ସମସ୍ତ ସତ୍ଵାଧିକାରୀ ମାନଙ୍କ ସହ ଯୋଗାଯୋଗ କରି ଚାର୍ଟର୍ ର ପ୍ରାରମ୍ଭିକ ଡ୍ରାଫ୍ଟଟିଏ ତିଆରି କରିବା ।
ନଭେମ୍ବର ୨୦୨୨ - ଜାନୁଆରୀ ୨୦୨୩ Call for review and amendments ସମସ୍ତଙ୍କ ଅବଗତି ନିମନ୍ତେ ।
ଫେବୃଆରୀ - ମାର୍ଚ୍ଚ ୨୦୨୩ MCDC ଲିଖିତ ତଥ୍ୟ ଓ ଆଲୋଚନା ଦ୍ଵାରା ପ୍ରାପ୍ତ ହୋଇଥିବା ମତାମତ ଗୁଡ଼ିକ ଉପରେ ପୁନଃ ଅନୁଶୀଳନ କରିବା ।
ଜୁନ - ଜୁଲାଇ ୨୦୨୩ ମୁଭମେଣ୍ଟ ଚାର୍ଟର୍ ଡ୍ରାଫ୍ଟର ଦ୍ଵିତୀୟ ଭାଗ ସମୀକ୍ଷା ପାଇଁ ପ୍ରକାଶିତ ହେଲା ।

ମୁଭମେଣ୍ଟ ଚାର୍ଟର୍ ଡ୍ରାଫ୍ଟର ଦ୍ଵିତୀୟ ଭାଗରେ ଏହିସବୁ ବିଷୟ ଗୁଡ଼ିକୁ ରଖାଯାଇଛି ।

ଜୁଲାଇ - ଡିସେମ୍ବର ୨୦୨୩ ସମସ୍ତ ଅବଦାନକାରୀ ଓ ହିତାଧିକାରୀ ମାନଙ୍କର ସମୀକ୍ଷା ନିମନ୍ତେ
ଅତିରିକ୍ତ ଆଲୋଚନା: ଯଦି ସମସ୍ତ ପ୍ରକ୍ରିୟା ସୁବିଧାରେ ସରିଛି, ତ ଆମେ ଅନୁମୋଦନ ପାଇଁ ଆଗେଇ ପାରିବା । ଆଲୋଚନାର ଆଗାମୀ ଚକ୍ରରେ ପୁଣି ୩ ମାସର ପୁନଃ-ନିରୀକ୍ଷଣ ଓ ଆଉ ୨ ମାସର ସମୀକ୍ଷା ସମୟସୀମା ରହିବ । ହୁଏତ ଏହା ଏମିତି ଆହୁରି ଆଗକୁ ଚାଲିପାରେ ।
ଜାନୁଆରୀ - ମାର୍ଚ୍ଚ ୨୦୨୪ ମୁଭମେଣ୍ଟ ଚାର୍ଟର୍ ପାଇଁ ଅନୁମୋଦନ ପ୍ରକ୍ରିୟା
ଜାନୁଆରୀ - ମାର୍ଚ୍ଚ 2024 ନିର୍ଦ୍ଧାରିତ ଗଭର୍ଣ୍ଣାନ୍ସ ଷ୍ଟ୍ରକ୍ଚରର ପ୍ରତିଷ୍ଠା ପାଇଁ ଆଗାମୀ ଆଲୋଚନା
ଏପ୍ରିଲ - ଜୁନ ୨୦୨୪ ନିର୍ଦ୍ଧାରିତ ଗଭର୍ଣ୍ଣାନ୍ସ ଷ୍ଟ୍ରକ୍ଚରର ପ୍ରତିଷ୍ଠା ଓ ଚୟନ ପ୍ରକ୍ରିୟା ଥୟ କରିବା


ପ୍ରକ୍ରିୟା/ପଦ୍ଧତ୍ତି

ମୁଭମେଣ୍ଟ ଚାର୍ଟର୍ ପାଇଁ ୩ଟି ପ୍ରମୁଖ ସୋପାନ ରହିବ ।

  • ଚାର୍ଟର୍ ପାଇଁ କାମ କରିବାକୁ ଆଗ୍ରହୀ ଉଇକିଇଆଳିଙ୍କୁ ବାଛିବା (Drafting Group)
  • ଚାର୍ଟର୍ ଦ୍ଵାରା ଥୟ କରାଯାଇଥିବା ଦସ୍ତାବିଜ ଗୁଡ଼ିକ ପାଇଁ ତଥ୍ୟ ସଂଗ୍ରହ କରିବା (Charter content)
  • ସଭିଙ୍କ ସହମତିରେ ଅନୁମୋଦନ (ratification) ପାଇଁ ଉପାୟ ବାଛିବା

ଅଧିକା ଦେଖିବେ

ସନ୍ଦର୍ଭ/ଆଧାର

Cite error: <ref> tag with name "report-november" defined in <references> is not used in prior text.