ଉଇକିମିଡ଼ିଆ ମରାମତି ସୂଚନା

From Meta, a Wikimedia project coordination wiki
This page is a translated version of the page Wikimedia maintenance notice and the translation is 56% complete.
Outdated translations are marked like this.

କ'ଣ ହେଉଛି?

The Wikimedia Foundation is in the process of transitioning its main services to a new data center in Virginia, USA. This is intended to improve the technical performance and reliability of all Wikimedia sites.

ମରାମତି ସମୟରେ wikipedia.org ସହ ଉଇକିମିଡ଼ିଆ ଫାଉଣ୍ଡେସନର ଅନ୍ୟାନ୍ୟ ୱେବସାଇଟ ସହ ସଂଯୋଗରେ ବାରମ୍ବାର ବ୍ୟାଘାତ ଘଟିପାରେ ।

More information is available in the full announcement.

ଗୋଟିଏ ସମସ୍ୟାର ସମ୍ମୁଖିନ ହେଲେ କ'ଣ କରିବେ

  • କିଛି ସମୟ ଅପେକ୍ଷା କରନ୍ତୁ; ବିଶେଷଜ୍ଞ ଦଳ ଏହି ସମସ୍ୟା ବାବଦରେ ଅବଗତ ଥିବେ ଏବଂ ଏହାର ସମାଧାନ ନିମନ୍ତେ ଚେଷ୍ଟା କରୁଥିବେ । ଯଦି ଆପଣ ମରାମତି ପଟି ଦେଖିବାକୁ ପାଉଛନ୍ତି, ତାହାର ଅର୍ଥ ମରାମତି କାର୍ଯ୍ୟ ଚାଲୁ ରହିଛି ।
  • ଫ୍ରିନୋଡ଼ର #wikimedia-tech ଚ୍ୟାନେଲରେ ଯୋଗ ଦିଅନ୍ତୁ:
    • ଯଦି ଆପଣଙ୍କର ଏକ IRC client ଅଛି, ଏହି ସିଧାସଳଖ ଲିଙ୍କ : #wikimedia-tech ଟିକୁ ବ୍ୟବହାର କରନ୍ତୁ ।
    • ଅନ୍ୟଥା, IRC help page ଦେଖନ୍ତୁ କିମ୍ବା Freenode's webchat platform ବ୍ୟବହାର କରନ୍ତୁ ।
  • ଯଦି ମରାମତି ପଟି ହଟିବା ପରେ ମଧ୍ୟ ଆପଣ କିଛି ସମସ୍ୟାର ସମ୍ମୁଖିନ ହୁଅନ୍ତି ତେବେ, ଦୟାପୁର୍ବକ IRCରେ ଏହି ପୃଷ୍ଠା'ର ଆଲୋଚନା ପୃଷ୍ଠା କିମ୍ବା bug trackerରେ ସୂଚନା ଦିଅନ୍ତୁ ।

ଧନ୍ୟବାଦ!