!!FUZZY!!ମୁଭମେଣ୍ଟ ଚାର୍ଟର୍
Appearance
Outdated translations are marked like this.
This page is kept for historical interest. Any policies mentioned may be obsolete. If you want to revive the topic, you can use the talk page or start a discussion on the community forum. |
The Movement Charter is a proposed document to define roles and responsibilities for all the members and entities of the Wikimedia movement, including to lay out a new Global Council for movement governance.
The Movement Charter is a Movement Strategy priority.
ମୁଭମେଣ୍ଟ ଚାର୍ଟର୍ ବିଷୟରେ
ଏବେ ସୁଦ୍ଧା ଷ୍ଟ୍ରାଟେଜୀ ଟିମ ଦ୍ଵାରା ଗ୍ରହଣ କରାଯାଇଥିବା ମତାମତ ଅନୁସାରେ ମୁଭମେଣ୍ଟ ଚାର୍ଟର୍ ଆଗାମୀ କାର୍ଯ୍ୟଭୂମି କିଛି ମାତ୍ରାରେ ଏପରି ଭାବରେ ରହିବ ।$ref
- ମୁଭମେଣ୍ଟ ଷ୍ଟ୍ରକ୍ଚର୍ରେ ଅନୁମୋଦିତ ହୋଇଥିବା ନିୟମ ଓ ସୂଚନା ଗୁଡ଼ିକର ମୂଲ୍ୟବୋଧ, ନୀତି ଗୁଡ଼ିକର ମାନରକ୍ଷା, ଗ୍ଲୋବାଲ କାଉନ୍ସିଲର ଦାୟିତ୍ଵ, ଆଞ୍ଚଳିକ ହବ୍ ଓ ବିଷୟଗତ ହବ୍ ମାନଙ୍କର ପ୍ରତିଷ୍ଠା ଓ କାର୍ଯ୍ୟକାରିତା - ଉପକାରିତା, ଉଭୟ ନୂଆ ଏବଂ ଆଗରୁ ଚଳି ଆସୁଥିବା ସମିତି ଗୁଡିକର ସବିଶେଷ ବିବରଣୀ ଏଥିରେ ରହିବ ।
- ଉଇକିମିଡିଆ ମୁଭମେଣ୍ଟ ସହ ଜଡ଼ିତ ସମସ୍ତ ହିତାଧିକାରୀଙ୍କ ଆବଶ୍ୟକତାକୁ ବୁଝି ଉଭୟ ବିଶ୍ୱାସ ଓ ନୈତିକତା ଦୃଷ୍ଟିରୁ ସଠିକ ମାନଦଣ୍ଡ ନିର୍ଦ୍ଧାରଣ କରିବା ।:
- ଏକ ନିରାପଦ ଓ ସହଯୋଗାତ୍ମକ ବାତାବରଣ ବଜାୟ ରଖିବା ।
- ଉଇକିମିଡିଆ ମୁଭମେଣ୍ଟ ସହ ଜଡ଼ିତ ସମସ୍ତ ସୂତ୍ରରୁ ଅନୁଦାନର ଉତ୍ପତ୍ତି ଓ ଉପାଦେୟ ବିତରଣ ସୁନିଶ୍ଚିତ କରିବା ।
- ଉଇକିମିଡିଆ ମୁଭମେଣ୍ଟରେ ଉପଲବ୍ଧ ହେଉଥିବା ସମ୍ବଳ ଗୁଡ଼ିକର ସଠିକ ଦିଗରେ ଉପଯୋଗ ହେବା ପାଇଁ ଉପଯୁକ୍ତ ଓ ସାର୍ବଜନୀକ ଯୋଜନା ତିଆରି କରିବା ।
- ମୁଭମେଣ୍ଟରେ କାମ କରୁଥିବା ବିଭିନ୍ନ କମ୍ୟୁନିଟି କେଉଁ ପରିସ୍ଥିତିରେ ଓ କିପରି ଭାବରେ ପରସ୍ପର ପ୍ରତି ଉତ୍ତରଦାୟୀ, ସବିଶେଷ ନିୟମ ନିର୍ଦ୍ଧାରଣ କରିବା ।
- ବିଭିନ୍ନ ପ୍ରକଳ୍ପରେ ଅବଦାନକାରୀ ମାନଙ୍କର ସମ୍ପୃକ୍ତି ଓ ସମ୍ପର୍କିତ ଅଧିକାର ଗୁଡ଼ିକ ନିଶ୍ଚୟ କରିବା ।
ସମୟସୀମା
ଏହା ଏକ ପ୍ରାରମ୍ଭିକ ସମୟସୀମା । ଯଦିଓ ଏଥିରେ ଏବେ ପାଇଁ ମୁଭମେଣ୍ଟ ଚାର୍ଟର୍ ଜଡିତ ବିଭିନ୍ନ ସୋପାନ ଗୁଡ଼ିକ ବିଷୟରେ ଆଲୋଚନା କରାଯାଉଛି, ସମ୍ପର୍କିତ ପ୍ରକ୍ରିୟା ଗୁଡ଼ିକୁ ତରବରରେ ନ କରିବାକୁ, ପରେ ଏହି ତାରିଖ ଗୁଡ଼ିକ ବଦଳି ପାରେ ।
| ଅବଧି | ସୋପାନ |
|---|---|
| ନଭେମ୍ବର ୨୦୨୧―ଜାନୁଆରୀ ୨୦୨୨ | ଆନ୍ତରୀଣ ପ୍ରକ୍ରିୟା ଗୁଡ଼ିକର ସୁପରିଚାଳନା ପାଇଁ ସସମର୍ଥ ପ୍ରଣାଳୀ ନିର୍ଦ୍ଧାରଣ କରିବା । Drafting Group ଗବେଷଣା, ଅନୁସନ୍ଧାନ ଓ ମତାମତ ସଂଗ୍ରହ କରିବା । |
| ଫେବୃଆରୀ ୨୦୨୨―ଅକ୍ଟୋବର ୨୦୨୨ | ଗବେଷଣା, ଅନୁସନ୍ଧାନ ଓ ମତାମତ ସଂଗ୍ରହ କରିବା । ସମସ୍ତ ସତ୍ଵାଧିକାରୀ ମାନଙ୍କ ସହ ଯୋଗାଯୋଗ କରି ଚାର୍ଟର୍ ର ପ୍ରାରମ୍ଭିକ ଡ୍ରାଫ୍ଟଟିଏ ତିଆରି କରିବା । |
| ନଭେମ୍ବର ୨୦୨୨ | First batch of the Movement Charter draft chapters (Preamble, Values & Principles, and Roles & Responsibilities statement of intent) published |
| ନଭେମ୍ବର ୨୦୨୨―ଜାନୁଆରୀ ୨୦୨୩ | Community consultation on the first batch of the Movement Charter draft chapters |
| ଫେବୃଆରୀ ୨୦୨୩―ମାର୍ଚ୍ଚ ୨୦୨୩ | MCDC ଲିଖିତ ତଥ୍ୟ ଓ ଆଲୋଚନା ଦ୍ଵାରା ପ୍ରାପ୍ତ ହୋଇଥିବା ମତାମତ ଗୁଡ଼ିକ ଉପରେ ପୁନଃ ଅନୁଶୀଳନ କରିବା । |
| ଅପ୍ରେଲ ୨୦୨୩ | Community consultation on the Movement Charter ratification methodology proposal |
| ଅପ୍ରେଲ ୨୦୨୩―ଜୁଲାଇ ୨୦୨୩ | Drafting the second batch of Movement Charter draft chapters |
| ଜୁଲାଇ ୨୦୨୩ | ମୁଭମେଣ୍ଟ ଚାର୍ଟର୍ ଡ୍ରାଫ୍ଟର ଦ୍ଵିତୀୟ ଭାଗ ସମୀକ୍ଷା ପାଇଁ ପ୍ରକାଶିତ ହେଲା । |
| ଜୁଲାଇ ୨୦୨୩―ସେପ୍ଟେମ୍ବର ୨୦୨୩ | Community consultation on the second batch of the Movement Charter draft chapters |
| ସେପ୍ଟେମ୍ବର ୨୦୨୩―ଡିସେମ୍ବର ୨୦୨୩ | MCDC consultations at local events |
| ନଭେମ୍ବର ୨୦୨୩―ମାର୍ଚ୍ଚ ୨୦୨୪ | Review of feedback and second iteration drafting of full Movement Charter |
| ୨ ଅପ୍ରେଲ ୨୦୨୩ | First version of the full Movement Charter published |
| ଅପ୍ରେଲ ୨୦୨୪ | Community engagement on the full charter draft |
| ମଇ ୨୦୨୪―ଜୁନ ୨୦୨୪ | Finalization of the full charter text based on community feedback Preparation for the ratification vote of the Movement Charter |
| ୧୦ ଜୁନ ୨୦୨୪ | Publication of the final version of the Movement Charter text |
| ୨୫ ଜୁନ ୨୦୨୪―୯ ଜୁଲାଇ ୨୦୨୪ | ମୁଭମେଣ୍ଟ ଚାର୍ଟର୍ ପାଇଁ ଅନୁମୋଦନ ପ୍ରକ୍ରିୟା |