Template:CIS-A2K Former staff/text

From Meta, a Wikimedia project coordination wiki
This page is a translated version of the page Template:CIS-A2K Former staff/text and the translation is 100% complete.

ଏହା ସେଣ୍ଟର ଫର ଇଣ୍ଟରନେଟ ଆଣ୍ଡ ସୋସାଇଟିର ଆକ୍ସେସ ଟୁ ନଲେଜ ପ୍ରୋଗ୍ରାମ (CIS-A2K)ଠାରେ ଆଗରୁ ସଭ୍ୟ ଥିବା କିମ୍ବା ଜଣେ କର୍ମଚାରୀ କିମ୍ବା କନସଲଟାଣ୍ଟ ଭାବେ କାମ କରିଥିବା ବ୍ୟକ୍ତିଙ୍କ ବ୍ୟବହାରକାରୀ ପୃଷ୍ଠା । ଐତିହାସିକ ତଥ୍ୟ ସାଇତି ରଖିବା ଉଦ୍ଦେଶ୍ୟରେ ଏହା ଲିଭାଯାଇନାହିଁ । ତେବେ ଏହି ବ୍ୟକ୍ତି CIS-A2Kରେ ଆଉ କାମ କରୁନଥିବାରୁ ଦିଆଯାଇଥିବା ଯୋଗାଯୋଗ ହୁଏତ ଭୁଲ ହୋଇଥାଇପାରେ । ଏବେର CIS-A2K କର୍ମଚାରୀଙ୍କ ସଙ୍ଗେ ଯୋଗାଯୋଗ କରିବା ନିମନ୍ତେ ଏହି ପୃଷ୍ଠା ଦେଖନ୍ତୁ ।