Stewards/Confirm/Introduction16/or

From Meta, a Wikimedia project coordination wiki
This page is a translated version of the page Stewards/Confirm/Introduction16 and the translation is 71% complete.
Outdated translations are marked like this.

୨୦୧୪-୧୫ ନିମନ୍ତେ ନିଶ୍ଚିତକରଣ ଫେବ୍ରୁଆରୀ ୮ରେ ଆରମ୍ଭ ହେବ ଓ ଫେବ୍ରୁଆରୀ ୨୮ରେ ସରିବ ।

୨୦୧୪-୧୫ ଷ୍ଟୁଆର୍ଡ଼ ନିଶ୍ଚିତକରଣ ଆମେ ଏବେକାର ଷ୍ଟୁଆର୍ଡ଼ ମାନଙ୍କୁ ନେଇ ସନ୍ତୁଷ୍ଟ କି ନାହିଁ ତାହା ଜାଣିବାର ଏକ ସୁଯୋଗ । ଏହାକୁ ସୁଚାରୁ ରୂପେ ସମ୍ପାଦନ କରିବା ନିମନ୍ତେ ଏଠାରେ କ'ଣ କେମିତି କରାଯିବ ତାହା ବର୍ଣ୍ଣନାକରାଗଲା ।

ମତାମତ ଦେବା ନିମନ୍ତେ, ଦୟାକରି ୧ ଫେବ୍ରୁଆରୀ ୨୦୧୪ ଆଗରୁ କିଛି ସମ୍ପାଦନା କରିଥିବା ଖାତାରୁ (ଯେକୌଣସି ଉଇକିପିଡ଼ିଆରୁ) ଲଗ ଇନ କରନ୍ତୁ । ୨୦୧୪ ମତଦାନ କାଳରେ, ଦୟାକରି ଆପଣ ତଳେ ଥିବା ଲୋକମାନଙ୍କର ଷ୍ଟୁଆର୍ଡ଼ ଉପକରଣ ବ୍ୟବହାରରେ ସନ୍ତୁଷ୍ଟ କି ନାହିଁ ତାହା କାରଣ ସହ ଲେଖନ୍ତୁ ।

ମତଦାନ ଶେଷରେ ଏବେକାର ଓ ନୂଆ ବଛାଯାଇଥିବା ଷ୍ଟୁଆର୍ଡ଼ମାନେ ଏହି ପୃଷ୍ଠାରେ ଥିବା ଅଭିଯୋଗକୁ ବିଚାରିବେ ଓ ଦରକାର ପଡ଼ିଲେ ସଙ୍ଘ ମତାମତ, ନିଜ ବିଚାର ଓ ବୁଝିବା ଶକ୍ତି ତଥା କାମର ଆବଶ୍ୟକତାକୁ ବିଚାରକରି ଷ୍ଟୁଆର୍ଡ଼ କ୍ଷମତା ପ୍ରତ୍ୟାହାର କରିନେବେ । ଫେବ୍ରୁଆରୀ ୨୦୧୪ ଆଗରୁ ବଛାଯାଇଥିବା ସମସ୍ତ ଷ୍ଟୁଆର୍ଡ଼ ଏହି ପ୍ରକ୍ରିୟା ଭିତରେ ଯିବେ ।

All stewards elected before February 2016 will undergo this process.

ଆହୁରି ଦେଖନ୍ତୁ: