User:Birgit Müller (WMDE)/RevisionSlider News/or

From Meta, a Wikimedia project coordination wiki
This page is a translated version of the page User:Birgit Müller (WMDE)/RevisionSlider News and the translation is 100% complete.

Hi all,

thank you so much for your help! The announcement for all Wikis is planned for Monday, 12th, around 4 pm UTC. The translation should be done by Monday September 12, 2 pm UTC. Thanks again! - Best, --Birgit Müller (WMDE) (talk) 10:19, 8 September 2016 (UTC)

Message for translation

ସେପ୍ଟେମ୍ବର ୧୩ ପରଠାରୁ ରିଭିଜନସ୍ଲାଇଡ଼ର ଆପଣଙ୍କ ଉଇକିରେ ଏକ ବିଟା ସୁବିଧା ଭାବେ ଉପଲବ୍ଧ ହେବ । ରିଭିଜନସ୍ଲାଇଡ଼ର ତୁଳନା (diff) ପୃଷ୍ଠାରେ ଏକ ସ୍ଲାଇଡ଼ର ଦେଖଣା ଯୋଡ଼ିଥାଏ ଫଳରେ ଆପଣ ତୁଳନାମାନଙ୍କ ଭିତରେ ସହଜରେ ଯା'ଆସ କରିପାରିବେ । ଏହି ସୁବିଧା ଜର୍ମାନ ସଂଘର କାରିଗରୀ ଆଶାତାଲିକାରୁ ଆଶାଟିଏ ପୂରଣ କରେ । ସଭିଙ୍କୁ ଏହି ସୁବିଧା ପରଖ କରିବାକୁ ଅନୁରୋଧ ଆଉ ଏହା ଆପଣଙ୍କ କାମରେ ଲାଗିବ ବୋଲି ଆଶା!