Fundraising 2011/Thank You Page/or
| Pages for translation: [edit status] | |||||||||
| Interface messages high priority Translated on Translatewiki. Get started. |
Published | ||||||||
| Banners and LPs (source) high priority |
Published | ||||||||
| Banners 2 (source) high priority |
Published | ||||||||
| Jimmy Letter 002 (source) high priority |
Published | ||||||||
| Jimmy Letter 003 (source) variation of Jimmy Letter 002 |
Published | ||||||||
| Jimmy Letter 004 (source) variation of Jimmy Letter 002 |
Published | ||||||||
| Jimmy Mail (source) variation of Jimmy Letter 002 |
Ready | ||||||||
| Brandon Letter (source) | Published | ||||||||
| Alan Letter (source) | Published | ||||||||
| Kaldari Letter (source) | Published | ||||||||
| Karthik Letter (source) | In progress | ||||||||
| Thank You Mail (source) | Published | ||||||||
| Thank You Page (source) | Ready | ||||||||
| Problems donating (source) | In progress | ||||||||
| Recurring giving (source) | Missing | ||||||||
| Sue Thank You (source) | Missing | ||||||||
| FAQ (source) low priority |
In progress | ||||||||
| Various requests: Mail to past donors · Jimmy quote | |||||||||
Outdated requests:
| |||||||||
| Translation instructions |
|---|
If you have any questions or feedback regarding the translation process, please post them here. Translation FAQ |
ଆପଣଙ୍କ ସହଯୋଗ ପାଇଁ ଧନ୍ୟବାଦ । କାହିଁକି ଲୋକମାନେ ଉଇକିକିପିଡିଆ ଏବଂ ଏହାର ସହଯୋଗୀ ପ୍ରକଳ୍ପଗୁଡିକୁ ଦାନ କରନ୍ତି ତାହା ପଢ଼ନ୍ତୁ କିମ୍ବା ଖୋଜନ୍ତୁ ଯେ ଆପଣଙ୍କ କମ୍ପାନିରେ କିଛି ବ୍ୟବସାୟିକ ଉପହାର ଯୋଜନା ଅଛି କି । ଦୁନିଆକୁ କହି ଦିଅନ୍ତୁ ଯେ ଆପଣ ଉଇକିମେଡିଆକୁ ସହଯୋଗ କରନ୍ତି : #keepitfree ଟ୍ୟାଗ ସହ ଟୁଇଟ କରନ୍ତୁ !
Bank transfer
[edit]ଆପଣଙ୍କ ସହଯୋଗ ପାଇଁ ଧନ୍ୟବାଦ । କାହିଁକି ଲୋକମାନେ ଉଇକିକିପିଡିଆ ଏବଂ ଏହାର ସହଯୋଗୀ ପ୍ରକଳ୍ପଗୁଡିକୁ ଦାନ କରନ୍ତି ତାହା ପଢ଼ନ୍ତୁ କିମ୍ବା ଖୋଜନ୍ତୁ ଯେ ଆପଣଙ୍କ କମ୍ପାନିରେ କିଛି ବ୍ୟବସାୟିକ ଉପହାର ଯୋଜନା ଅଛି କି । ଦୁନିଆକୁ କହି ଦିଅନ୍ତୁ ଯେ ଆପଣ ଉଇକିମେଡିଆକୁ ସହଯୋଗ କରନ୍ତି : ଟୁଇଟ କରନ୍ତୁ ଏହି ଟ୍ୟାଗ ସହ #keepitfree!
ଏହି ପୃଷ୍ଠଟି ରସିଦ ନୁହେଁ । ଉଇକିମେଡିଆ ଫାଉନ୍ଡେଶନ ଆପଣଙ୍କ ଦାନ ଗ୍ରହଣ ଏବଂ ପ୍ରକ୍ରିୟାକରଣ କରିସାରିଲେ ଆପଣ ଇମେଲ ଜରିଆରେ ଗୋଟିଏ ରସିଦ ପାଇଯିବେ ।
ଦୟାକରି ଧ୍ୟାନ ଦିଅନ୍ତୁ ଯେ ଆପଣଙ୍କର ସିଷ୍ଟମରେ ଏହା 'Global Collect' (ଆମ ମଞ୍ଜୁରୀପ୍ରାପ୍ତ ପ୍ରକ୍ରିୟାକାରୀ) ଭାବେ ପ୍ରାପ୍ତ ବୋଲି ଦେଖେଇବ । ଯେତେବେଳେ ଆପଣ ବ୍ୟାଙ୍କକୁ ଟଙ୍କା ସ୍ଥାନାନ୍ତର ପାଇଁ ଅନୁରୋଧ କରିବେ ସେତେବେଳେ ରେଫରେନ୍ସ ନମ୍ବରଟିକୁ ତା ସହ ଦେବାଲାଗି ମାନେ ରଖିବେ । ଆପଣଙ୍କ ଯଦି କିଛି ପ୍ରଶ୍ନ ପଚାରିବାର ଅଛି ବା କିଛି କହିବାର ଅଛି ତାହେଲେ ନିର୍ଦ୍ଵନ୍ଦରେ donate@wikimedia.org ରେ ଆମକୁ ଇମେଲ କରନ୍ତୁ ।
Direct debit
[edit]ଆପଣଙ୍କ ସହଯୋଗ ପାଇଁ ଧନ୍ୟବାଦ । କାହିଁକି ଲୋକମାନେ ଉଇକିକିପିଡିଆ ଏବଂ ଏହାର ସହଯୋଗୀ ପ୍ରକଳ୍ପଗୁଡିକୁ ଦାନ କରନ୍ତି ତାହା ପଢ଼ନ୍ତୁ କିମ୍ବା ଖୋଜନ୍ତୁ ଯେ ଆପଣଙ୍କ କମ୍ପାନିରେ କିଛି ବ୍ୟବସାୟିକ ଉପହାର ଯୋଜନା ଅଛି କି । ଦୁନିଆକୁ କହି ଦିଅନ୍ତୁ ଯେ ଆପଣ ଉଇକିମେଡିଆକୁ ସହଯୋଗ କରନ୍ତି : #keepitfree ଟ୍ୟାଗ ସହ ଟୁଇଟ କରନ୍ତୁ!
ଏହି ପୃଷ୍ଠଟି ରସିଦ ନୁହେଁ । ଉଇକିମେଡିଆ ଫାଉନ୍ଡେଶନ ଆପଣଙ୍କ ଦାନ ଗ୍ରହଣ ଏବଂ ପ୍ରକିଆକରଣ କରିସାରିଲେ ଆପଣ ଇମେଲ ଜରିଆରେ ଗୋଟିଏ ରସିଦ ପାଇଯିବେ ।
ଦୟାକରି ଧ୍ୟାନ ଦିଅନ୍ତୁ ଯେ ଆପଣଙ୍କର ସିଷ୍ଟମରେ ଏହା 'Global Collect' (ଆମ ମଞ୍ଜୁରୀପ୍ରାପ୍ତ ପ୍ରକ୍ରିୟାକାରୀ) ଭାବେ ପ୍ରାପ୍ତ ବୋଲି ଦେଖେଇବ । ଯେତେବେଳେ ଆପଣ ବ୍ୟାଙ୍କକୁ ଟଙ୍କା ସ୍ଥାନାନ୍ତର ପାଇଁ ଅନୁରୋଧ କରିବେ ସେତେବେଳେ ରେଫରେନ୍ସ ନମ୍ବରଟିକୁ ତା ସହ ଦେବାଲାଗି ମାନେ ରଖିବେ । ଆପଣଙ୍କ ଯଦି କିଛି ପ୍ରଶ୍ନ ପଚାରିବାର ଅଛି ବା କିଛି କହିବାର ଅଛି ତାହେଲେ ନିର୍ଦ୍ଵନ୍ଦରେ donate@wikimedia.org ରେ ଆମକୁ ଇମେଲ କରନ୍ତୁ ।
Thank You / Stories
[edit]- ଲୋକମାନେ କାହିଁକି ଉଇକିକିପିଡିଆ ଏବଂ ଏହାର ସହଯୋଗୀ ପ୍ରକଳ୍ପଗୁଡିକୁ ଦାନ କରନ୍ତି ତାହା ପଢ଼ନ୍ତୁ ଏଇଠି-Read କିମ୍ବା ଖୋଜନ୍ତୁ ଯେ ଆପଣଙ୍କ କମ୍ପାନିରେ କିଛି corporate matching
ଉପହାର ଯୋଜନା ଅଛି କି ।ଦୁନିଆକୁ କହି ଦିଅନ୍ତୁ ଯେ ଆପଣ ଉଇକିମେଡିଆକୁ ସହଯୋଗ କରନ୍ତି : ଟୁଇଟ କରନ୍ତୁ ଏହି ଟ୍ୟାଗ ସହ #keepitfree - ଏହି ବାକ୍ସରେ ଟିକ ମାରିବା ଦ୍ଵାରା ଆପଣ ଆପଣ ଉଇକିମେଡିଆ ଫାଉଣ୍ଡସନକୁ ଆପଣଙ୍କ ସହିତ ଏହି ବିଷୟରେ ସିଧାସଳଖ ଅନୁସରଣ ଏବଂ ଉଇଇକିମେଡିଆ ସଙ୍ଘ ଓ ଏହାର ସହଭାଗୀ ପ୍ରକଳ୍ପଗୁଡିକୁ ଲୋକାଭିମୁଖୀ କରିବା ନିମନ୍ତେ ଅନୁମତି ଦଉଛନ୍ତି ।
- ଇଚ୍ଛାଧୀନ
- ବୟସ
Chapter link
[edit]ସ୍ଥାନୀୟ ବିଷୟ ଉପରେ ଅଧିକ ଜାଣନ୍ତୁ ।