Jump to content

ଉଇକିମିଡ଼ିଆ ଫାଉଣ୍ଡେସନ

From Meta, a Wikimedia project coordination wiki
This page is a translated version of the page Wikimedia Foundation and the translation is 84% complete.
Outdated translations are marked like this.
ଆମର କାମ

ସମସ୍ତ ଜ୍ଞାନର ସମଷ୍ଟିର ସମାନ ଅଂଶୀଦାର ହେବାରେ ସମସ୍ତଙ୍କୁ ସାହାଯ୍ୟ କରିବା ପାଇଁ ଆମେ ଆପଣଙ୍କ ସହିତ କାମ କରୁଛୁ ।


ଉଇକିମିଡ଼ିଆ ଫାଉଣ୍ଡେସନ ହେଉଛି ଏକ ଅଣଲାଭକାରୀ ସଂସ୍ଥା ଯାହା ତେରଟି ଖୋଲା-ଜ୍ଞାନ ପ୍ରକଳ୍ପ ପରିଚାଳନା କରେ ଏବଂ ଯେଉଁ ଉଇକି ସମ୍ପ୍ରଦାୟଗୁଡ଼ିକ ସେମାନଙ୍କର ପ୍ରସଙ୍ଗ ବା ତଥ୍ୟ ସୃଷ୍ଟି ଏବଂ ସଂଶୋଧନ କରନ୍ତି ସେହି ଗୃପ ଗୁଡିକୁ ସମର୍ଥନ କରେ ।


ମୁଭମେଣ୍ଟ ରିଶୋର୍ସେସ / ଉଇକିମିଡିଆ ମୁଭମେଣ୍ଟର ସମ୍ବଳ ଗୁଡିକ

ଆପଣ ଜଣେ ଉଇକିମିଡ଼ିଆ ଅନ୍ ଲାଇନ ଅବଦାନକାରୀ ବା ସହଯୋଗୀ ସଦସ୍ୟ ଭାବରେ , ଫାଉଣ୍ଡେସନରୁ ସମର୍ଥନ ଖୋଜୁଛନ୍ତି କି ? ଆମେ ଅନୁଦାନ କରୁଥିବା କିଛି ସମ୍ବଳ ଉପରେ ନଜର ପକାନ୍ତୁ।




ଉଇକିମିଡ଼ିଆ ଫାଉଣ୍ଡେସନର କାର୍ଯ୍ୟକଳାପ ଗୁଡିକ




ଉଇକିମିଡ଼ିଆ ଫାଉଣ୍ଡେସନ ଗଭର୍ଣ୍ଣାନ୍ସ

ଆମର କାର୍ଯ୍ୟକଳାପଗୁଡ଼ିକ ଏକ ଟ୍ରଷ୍ଟି ବୋର୍ଡ ଦ୍ୱାରା ତଦାରଖ କରାଯାଏ, ଯାହା ଉଇକିମିଡ଼ିଆ ସହଯୋଗୀ ଏବଂ ପ୍ରକଳ୍ପ ସମ୍ପ୍ରଦାୟ ଦ୍ୱାରା ନିର୍ବାଚିତ ସଦସ୍ୟ ତଥା ସବ୍-ଜେକ୍ଟ ମ୍ୟାଟର ଏକ୍ସପର୍ଟ / ବୈଷୟିକ ବିଶେଷଜ୍ଞଙ୍କୁ ନେଇ ଗଠିତ




ଉଇକିମିଡ଼ିଆ ପ୍ରକଳ୍ପ ଗୁଡିକ

ଆମେ ତେରଟି ଖୋଲା ଜ୍ଞାନ ବିତରଣକାରୀ ପ୍ରକଳ୍ପ ପରିଚାଳନା କରୁ ଯାହା ସାରା ବିଶ୍ୱରେ ଶହ ଶହ ହଜାର ଉଇକିଆଳିଙ୍କ ଦ୍ୱାରା ସୃଷ୍ଟି, ସମ୍ପାଦନା ଏବଂ ଯାଞ୍ଚ କରାଯାଏ




ଉଇକିମିଡ଼ିଆ ଆଫିଲିଏଟ / ସହଯୋଗୀ ଗୁଡିକ

ଆମେ ବିଶ୍ଵବ୍ୟାପୀ ସହଯୋଗୀ ସଂଗଠନ-ଅଧ୍ୟାୟ, ବୈଷୟିକ ସଂଗଠନ ଏବଂ ବ୍ୟବହାରକାରୀ ଗୋଷ୍ଠୀ-ମାନଙ୍କୁ ସ୍ୱୀକୃତି ଦେଉଛୁ ଯେଉଁମାନେ ଉଇକିମିଡ଼ିଆ ମୁଭମେଣ୍ଟର ଖୋଲା ଜ୍ଞାନ ଅଭିଯାନକୁ ସୁଦୃଢ଼ କରିବାରେ ଯୋଗଦାନ କରନ୍ତି ।