ମୁଭମେଣ୍ଟ ଚାର୍ଟର/ବିଷୟବସ୍ତୁ
ଏହି ପୃଷ୍ଠାରେ ମୁଭମେଣ୍ଟ ଚାର୍ଟରର ଡ୍ରାଫ୍ଟ ବିଷୟ ଗୁଡ଼ିକରେ ଲେଖାଯାଇଛି । ମୁଭମେଣ୍ଟ ଚାର୍ଟରର ନିୟମ ଗୁଡ଼ିକ ଲାଗୁ ହେବା ପାଇଁ ପ୍ରସ୍ତୁତ ହେବା ଯାଏଁ ଏହି ପୃଷ୍ଠାର ତଥ୍ୟ ଗୁଡ଼ିକ ବଦଳ ହୋଇ ଚାଲିଥିବ । ୨୦୨୪ରେ ଏହା ସଂପୂର୍ଣ୍ଣ ହେବାର ଆଶା ରହିଛି ।
Final text
|
|
|
|
|
Supplementary documents
These supplementary documents are provided by the Movement Charter Drafting Committee for information purposes, and to provide further context on the Wikimedia Movement Charter’s content. They are not part of the Charter, and therefore are not included in the ratification vote, but they have been developed during the course of the MCDC’s research and consultation process. They include several types of documents:
|
- Glossary
- Movement Organization Membership Policy
- Future Affiliate Landscape
- Care Responsibility
- Principles of Decision-Making
- Independent Dispute Resolution Mechanism
- Hubs documents:
- Global Council documents:
- Amendment Process
- Ratification Methodology
- Implementation of the Movement Charter
Update
Explanatory videos
-
MCDC members Ciell and Daria Cybulska explain what the Movement Charter is
-
MCDC members Anass and Ciell talk about what the Global Council is
-
MCDC member Georges talks about what the Hubs are
-
Recording of the MCDC open community call on April 4, 2024
Historical
This section contain a preliminary narrative of how the charter content is to be developed, from the Movement Charter Drafting Committee as of May 2022.
Extended content | ||||||||||||||||||
---|---|---|---|---|---|---|---|---|---|---|---|---|---|---|---|---|---|---|
ଚାର୍ଟର୍ ବିଷୟବସ୍ତୁମୁଭମେଣ୍ଟ ଚାର୍ଟରରର ଏକ ନିଜସ୍ଵ ପ୍ରସ୍ତାବନା ହେଉଛି ଭାଲ୍ୟୁ ଷ୍ଟେଟମେଣ୍ଟ୍ (ମୂଲ୍ୟବୋଧ ଗୁଡ଼ିକ ଉପରେ ବୟାନ) । ଏହା ଆମମାନଙ୍କୁ ଓପନ୍ ମୁଭ୍ମେଣ୍ଟ୍ କ୍ଷେତ୍ରରେ ପ୍ରିୟ ତଥା ଆବଶ୍ୟକୀୟ ବିଷୟ ଗୁଡ଼ିକ ଉପରେ ସଂକ୍ଷେପରେ ଓ ଯଥାର୍ଥ ଭାବରେ ଜାଣିବା ପାଇଁ ସାମର୍ଥ୍ୟ ଦେବ । କାର୍ଯ୍ୟକ୍ଷମ ଦ୍ରଷ୍ଟବ୍ୟଗୁଡ଼ିକ ଯାହା ପ୍ରକୃତ ନୀତିଗୁଡ଼ିକୁ ଚଲାଇଥାଏ, ସମ୍ଭାବ୍ୟ ଚିନ୍ତାଧାରାର ଏକ ବ୍ୟାପକ ପରିସରରୁ ଅଙ୍କାଯାଇପାରିବ ଏବଂ ତିନୋଟି ଶ୍ରେଣୀ କିମ୍ବା ବିଭାଗରେ ସଜାଯାଇପାରିବ: ଶାସନ, ସମ୍ବଳ ଏବଂ ସମ୍ପ୍ରଦାୟ । ଏଗୁଡ଼ିକୁ ମଧ୍ୟ ନିମ୍ନ ବିଷୟ ଗୁଡ଼ିକର ଏକ ସାଧାରଣ କାର୍ଯ୍ୟବଳୀ ଭାବରେ ଗ୍ରହଣ କରାଯାଇ ପାରିବ: ଏହା (୧) ରାଜନୈତିକ, (୨) ଅର୍ଥନୈତିକ ଏବଂ (୩) ସାମାଜିକ/ସୂଚନାମୂଳକ ଡୋମେନ୍ରେ ଏକ ଭୂମିକା ଗ୍ରହଣ କରିଥାଏ ଏବଂ ଏହା ଭୂମିକା ବିଭାଜନ କରିବାକୁ ଏକ ଅତ୍ୟନ୍ତ କାର୍ଯ୍ୟକ୍ଷମ ଉପାୟ | ମୁଖ୍ୟ ନୀତି ଉପରେ ସିଧାସଳଖ ପ୍ରଭାବ ପକାଉଥିବା ସମସ୍ତ ସମ୍ଭାବ୍ୟ ଚିନ୍ତାଧାରା ଏବଂ ପ୍ରସ୍ତାବଗୁଡ଼ିକ ଏହି ବର୍ଗଗୁଡ଼ିକ ମଧ୍ୟରୁ ଗୋଟିଏରେ ସଜାଯିବ, ଏପରିକି ପୂର୍ବ ପର୍ଯ୍ୟାୟ ପ୍ରସ୍ତାବଗୁଡ଼ିକ ଏବଂ ସମ୍ପ୍ରଦାୟର ନୂତନ ପ୍ରସ୍ତାବଗୁଡ଼ିକ ମଧ୍ୟ ଏହା ସହ ରଖାଯାଇ ପାରିବ । ପ୍ରତ୍ୟେକ ବର୍ଗ, ବା ବିଭାଗ, MCDC ଦ୍ଵାରା ପୂର୍ବ ପର୍ଯ୍ୟାୟରୁ ଆଧାରିତ ସର୍ବୋତ୍ତମ ଏବଂ ବ୍ୟାପକ ଚିନ୍ତାଧାରା ସହିତ ଏକାଠି ଏବଂ MCDCର ନିଜସ୍ୱ ଆଲୋଚନା ମଧ୍ୟ ଏହାର ଏକ ଅଂଶ ରହିବ । ମେଟା-ୱିକି ବିଷୟବସ୍ତୁ-ବର୍ଗ ଉପପୃଷ୍ଠାରେ ଏବଂ ଅନ୍ୟ ପ୍ଲାଟଫର୍ମଗୁଡ଼ିକ ମାଧ୍ୟମରେ ସମୀକ୍ଷା, ସ୍ପଷ୍ଟୀକରଣ ଏବଂ ନୂତନ ପ୍ରସ୍ତାବ ପାଇଁ ସ୍ଥାନ ରହିବ ଯାହା କ୍ରସ୍-ପୋଷ୍ଟ (ଏକ ସମୟରେ ସମାନ ତଥ୍ୟକୁ ବିଭିନ୍ନ ଅନ-ଲାଇନ୍ ପ୍ଲାଟଫର୍ମରେ ଯୋଡ଼ିବା) କରାଯିବ ।
ପ୍ରାରୂପ/ପ୍ରାରମ୍ଭିକ ରୂପରେଖଜୁନ୍ ୨୦୨୨ରେ ଏହାର ବ୍ୟକ୍ତିଗତ ବୈଠକ ପରେ, ଡ୍ରାଫ୍ଟ କମିଟି ଚାର୍ଟର୍ ଏକ ପ୍ରାରମ୍ଭିକ ରୂପରେଖ କିମ୍ବା “ବିଷୟବସ୍ତୁର ସୂଚୀପତ୍ର” ପ୍ରସ୍ତୁତ କରିଥିଲା । ସଭିଙ୍କ ସହମତିରେ ହୋଇଥିବା ରୂପରେଖ ନିମ୍ନଲିଖିତ ଅଟେ ।
|