Licensing tutorial/or

From Meta, a Wikimedia project coordination wiki
Preview of the original artwork (in English)
  • ଉଇକିମିଡ଼ିଆ କମନ୍ସରେ ଲେଖିବାବେଳେ ଦରକାରୀ ସୂଚନା
  • ଆପଣ ନିଜେ ଉଠାଇଥିବା ଫଟୋ/ଭିଡ଼ିଓ, ଆଙ୍କିଥିବା ଛବି ଏଭଳି ନିଜ କାମମାନ ଅପଲୋଡ଼ କରିପାରିବେ ।
    • ଏଥିରେ ଫଟୋ ଓ ଭିଡ଼ିଓ ରହିପାରିବ:
      • ପ୍ରାକୃତିକ ପରିବେଶ, ପଶୁ-ପକ୍ଷୀ, ଗଛଲତା ।
      • ଜଣାଶୁଣା ବ୍ୟକ୍ତିବିଶେଷ ଓ ସର୍ବସାଧାରଣରେ ଉଠାଯାଇଥିବା ଲୋକଙ୍କ ଫଟୋ ।
      • ଦରକାରୀ ଓ ଅଣ-କଳାତ୍ମକ ବସ୍ତୁ
    • ମୂଳ ଗ୍ରାଫ, ମାନଚିତ୍ର, ନକସା ଏବଂ ଅଡ଼ିଓ ।
    • ଜାଣିଥିବେ: ନିଜ କାମ ଉଇକିମିଡ଼ିଆ କମନ୍ସରେ ରଖିଲେ, ଆପଣ ସଭିଙ୍କୁ ଆପଣଙ୍କୁ ନ ଜଣାଇ ମଧ୍ୟ ତାହା ବ୍ୟବହାର, ନକଲ, ବଦଳ ଓ ବିକିବାର ଅନୁମତି ଦେଇଥାନ୍ତି ।
  • ଆମେ ଅନ୍ୟମାନଙ୍କ ଦ୍ୱାରା ତିଆରି କିମ୍ବା ତାଙ୍କ ଦ୍ୱାରା ଅନୁପ୍ରାଣିତ କାମ ଗ୍ରହଣ କରିପାରିବୁ ନାହିଁ ।
    • ସାଧାରଣ ଭାବେ ଆପଣ ଆଉ କାହା କାମ ଅପଲୋଡ଼ କରିପାରିବେ ନାହିଁ ।
    • କଣ କଣ ଅପଲୋଡ଼ କରିପାରିବେ ନାହିଁ:
      • ଲୋଗୋ
      • ସିଡ଼ି/ଡିଭିଡ଼ି ମଲାଟ (କଭର)
      • ପ୍ରଚାର ଫଟୋ
      • ଟିଭି ସୋ, ସିନେମା, ଡିଭିଡ଼ି ଏବଂ ସଫ୍ଟଓଏର ସ୍କ୍ରିନସଟ
      • ଟିଭି, କମିକ୍ସ କିମ୍ବା ସିନେମା ଚରିତ୍ରମାନଙ୍କ ଅଙ୍କନ - ଆପଣ ନିଜେ ଆଙ୍କିଥିଲେ ବି
      • ଇଣ୍ଟରନେଟରେ ପ୍ରକାଶିତ ପ୍ରାୟ ସବୁ ଫଟୋ/ଛବି
  • ... କେବଳ ଦୁଇଟିକୁ ବାଦ ଦେଇ:
    • ଯଦି ଜଣେ ତାଙ୍କ କାମର ବ୍ୟବହାର, ନକଲ, ବଦଳ ଓ ବିକ୍ରି ପାଇଁ ଅନୁମତି ଦେଇଥାନ୍ତି ତାହେଲେ ଆପଣ ତାହା ଅପଲୋଡ଼ କରିପାରିବେ ।
    • ଆପଣ ନିଜେ ଉଠାଇଥିବା ପୁରୁଣା ଛବି, ମୂର୍ତ୍ତି ଓ ଅଟ୍ଟାଳିକାମାନଙ୍କ (୧୫୦ ବର୍ଷରୁ ଅଧିକ) ଫଟୋ ଅପଲୋଡ଼ କରିପାରିବେ ।
  • ଶେଷରେ...
    • ଆପଣ ନିଜ You can upload your original works.
    • Thank you for your help; this is important.
    • We can't accept works from others without their explicit permission.
  • Still unsure? Ask the Help desk.
  • OK
  • STOP
  • OK
  • STOP