ଷ୍ଟେୱାର୍ଡ୍‌ସ / ନିର୍ବାଚନ ୨୦୧୬

From Meta, a Wikimedia project coordination wiki
This page is a translated version of the page Stewards/Elections 2016 and the translation is 70% complete.
The following discussion is closed: This election is closed and these pages are an archive of that event.
  • New stewards are elected roughly once per year. Stewards perform technical tasks on all Wikimedia wikis based on community consensus and on the Stewards policy: changing user access, viewing user information in cases of abuse, and so on (see details).
  • Candidate submissions were open from ୧୫ ଜାନୁଆରୀ ୨୦୧୬, ୦୦:୦୦ (UTC) until ୨୮ ଜାନୁଆରୀ ୨୦୧୬, ୨୩:୫୯ (UTC). Questions to the candidates can be submitted until the election concludes.
  • The voting will begin on ୦୮ ଫେବୃଆରୀ ୨୦୧୬, ୧୪:୦୦ (UTC) and end on ୨୮ ଫେବୃଆରୀ ୨୦୧୬, ୧୩:୫୯ (UTC). Candidates must meet the criteria and obtain at least 30 votes in favor with an 80% support ratio. You can track the results with collected statistics.

ସୂଚୀପତ୍ର

Candidate ହଁ ନା / ନୁହେଁ ନିରପେକ୍ଷ ପ୍ରଶ୍ନାବଳୀ ଫଳାଫଳ
BlackBeast Yes No Neutral Questions not elected
Cekli829 Yes No Neutral Questions not elected
Érico Yes No Neutral Questions not elected
Hindustanilanguage Yes No Neutral Questions not elected
Masti Yes No Neutral Questions elected
MIKHEIL Yes No Neutral Questions not elected
NahidSultan Yes No Neutral Questions elected
Richwales Yes No Neutral Questions not elected
Rxy Yes No Neutral Questions not elected
Viswaprabha Yes No Neutral Questions not elected
Confirmation of current stewards

ପ୍ରତ୍ୟାହାର

ନିମ୍ନୋକ୍ତ ପ୍ରାର୍ଥୀମାନେ ନିଜ ପ୍ରାର୍ଥୀତ୍ଵ ପ୍ରତ୍ୟାହାର କରିଛନ୍ତି :

Candidate Yes No Neutral Questions Result
Defender Yes No Neutral Questions withdrawn
Matiia Yes No Neutral Questions withdrawn
Syum90 Yes No Neutral Questions withdrawn
Tufor Yes No Neutral Questions withdrawn

ଅଯୋଗ୍ୟ ଘୋଷିତ

ନିମ୍ନୋକ୍ତ ପ୍ରାର୍ଥୀମାନେ ନିୟମାବଳୀ ରେ ଲିଖିତ ଆବଶ୍ୟକୀୟ ଯୋଗ୍ୟତା ପୂରଣ କରିବାକୁ ଅକ୍ଷମ ହେତୁ ସେମାନଙ୍କ ପ୍ରାର୍ଥୀତ୍ଵକୁ ନାକଚ କରାଗଲା ।

ପ୍ରାର୍ଥୀ ଫଳାଫଳ
Aursani disqualified
Jogi don disqualified
Varg disqualified

ନିର୍ବାଚନ କମିଟି

ଷ୍ଟେୱାର୍ଡ଼ମାନେ ସ୍ଵୟଂ ହିଁ ନିର୍ବାଚନର ଆୟୋଜନ କରିଥାନ୍ତି । ବୋର୍ଡ୍‌ ସଦସ୍ୟମାନେ ୨୦୦୯ ମସିହାରେ ନିଷ୍ପତ୍ତି ନେଇଥିଲେ ଯେ ସେମାନେ ନୂତନ ନିର୍ବାଚନରେ ଫଳାଫଳକୁ ଘୋଷଣା କରିବାରୁ ବିରତ ରହିବେ । ସେଥିପାଇଁ, ଷ୍ଟେୱାର୍ଡ଼୍ ମାନେ ପ୍ରତ୍ୟେକ ନିର୍ବାଚନ ସମୟରେ ନିମ୍ନୋକ୍ତ କାର୍ଯ୍ୟ ସମାପନ ହେତୁ ସ୍ଵେଚ୍ଛାସେବୀ ମାନଙ୍କୁ ନେଇ ଏକ ନିର୍ବାଚନ କମିଟି ଗଠନ କରିଥାନ୍ତି :

  • ଷ୍ଟେୱାର୍ଡ୍ ନିର୍ବାଚନକୁ ସମାପ୍ତ କରିବା;
  • ସମସ୍ତ ପ୍ରାର୍ଥୀଙ୍କ ପାଇଁ ପଡ଼ିଥିବା ଭୋଟର ସତ୍ୟତା ପରୀକ୍ଷା କରିବା ପରେ ନିର୍ବାଚନ ଫଳାଫଳକୁ ଆନୁଷ୍ଠାନିକ ଭାବରେ ଘୋଷଣାକରିବା;
  • ନିର୍ବାଚିତ ପ୍ରାର୍ଥୀଙ୍କୁ ସ୍ଥାପିତ କରିବା;
  • ଷ୍ଟେୱାର୍ଡ୍ ନିଷ୍ପତ୍ତିକୁ ସମାପ୍ତ କରିବା;
  • ଷ୍ଟେୱାର୍ଡ୍ ନିଷ୍ପତ୍ତି ନେବାପରେ, ସମସ୍ତ ଷ୍ଟେୱାର୍ଡ୍ ଏବଂ ଗୋଷ୍ଠୀମାନଙ୍କର ସହମତି ନେଇ, ସେମାନଙ୍କୁ ଯୋଗ୍ୟ ବିବେଚିତ କରିବା ନା ନାହିଁ, ସେହି ବିଷୟରେ ନିଷ୍ପତି ନେବା ।

ସଦସ୍ୟଗଣ

ଷ୍ଟେୱାର୍ଡ୍ ନିର୍ବାଚନ ୨୦୧୬ର ଆୟୋଜନରେ ସହାୟତା କରିବା ହେତୁ, ଦୟାକରି ସହଯୋଗ ପୃଷ୍ଠା ପୃଷ୍ଠା ଦେଖନ୍ତୁ ।
ଯଦି ଆପଣଙ୍କୁ କୌଣସି ସହାୟତାର ଆବଶ୍ୟକତା ଥାଏ, ଆପଣ #wikimedia-stewards-electionsconnect କିମ୍ବା ଆଲୋଚନା ପୃଷ୍ଠା ରେ ପ୍ରଶ୍ନ କରିପାରିବେ ।

Results

Results: The following candidates were elected as stewards:

  1. Masti (talk · contribs)
  2. NahidSultan (talk · contribs)

See also